ପେରୁ
ଦେଖଣା
ପେରୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବି—(ପୀ. ଧାତୁ= ପିଇବା+କର୍ତ୍ତୃ. ରୁ)
[ସମ୍ପାଦନା]- ୧. ସମୁଦ୍ର — ୧. Ocean.
- ୨. ଅଗ୍ନି —୨. Fire.
- ୩. ସୂର୍ଯ୍ୟ —୩. The sun.
- ୪. ସ୍ୱର୍ଣ୍ଣାଦ୍ରି; ସ୍ୱର୍ଣ୍ଣଗିରି; ମେରୁଗିରି — ୪. The mythological Golden monutain.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ରକ୍ଷାକାରୀ (ହିନ୍ଦୀ - ଶ.) — ୧. Protecting; saving.
- ୨. ପୂରଣକାରୀ (ହିନ୍ଦୀ - ଶ.) —୨. Filling up.
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. (ଦକ୍ଷିଣ ଆମେରିକାର ପେରୁଦେଶର ନାମରୁ; ତୁଳ. ଫାରାସୀ - ପୀଲ୍=କୁକୁଡ଼ା)—ଆମେରିକାରୁ ପ୍ରଥମେ ଆନୀତ ଗୃହପାଳିତ ବୃହଦାକାର କୁକ୍କୁଟ ବିଶେଷ ୧. A Turkey cock.
- ୨. ଦକ୍ଷିଣ ଆମେରିକାର ଦେଶବିଶେଷ — ୨. Peru, a country of South America.