ଆଲଭିମୋପାନ
ଦେଖଣା
Clinical data | |
---|---|
Trade names | Entereg |
Synonyms | Alvimopan, Entereg |
AHFS/Drugs.com | monograph |
MedlinePlus | a608051 |
data | |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 6% |
Protein binding | 80% (parent drug), 94% (metabolite) |
Metabolism | Gut microflora-mediated hydrolysis to active metabolite |
Elimination half-life | 10-17 hours |
Excretion | Faeces, urine (35%) |
Identifiers | |
| |
Chemical and physical data | |
Formula | C25H32N2O4 |
Molar mass | ୪୨୪.୫୪ g·mol−1 |
3D model (JSmol) | |
| |
| |
(verify) |
ଆଲଭିମୋପାନ, ବେପାର ନାମ ଏଣ୍ଟେରେଗ, ହେଉଛି ଏକ ଔଷଧ ଯାହା ଆଂଶିକ ଅନ୍ତନଳୀ ରିଜେକସନ ପରେ ସର୍ଜିକାଲ୍ ଆନାଷ୍ଟୋମୋସିସର ଇଲିଅସର ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟବହୃତ ହୁଏ । [୧] ଛୋଟ ଅନ୍ତ୍ର କିମ୍ବା ବଡ଼ ଅନ୍ତ୍ର ଅସ୍ତ୍ରୋପଚାର ପରେ ଏହା ବ୍ୟବହୃତ ହୋଇପାରେ । [୨] ଏହା ପାଟିରେ ଦିନିଆଯାଏ । [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୁକୁଜ୍ୱାଳା ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦଘାତ ଏବଂ କମ୍ ପୋଟାସିୟମ୍ ହୋଇପାରେ । [୧] [୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୩] ଏହା ଏକ ପ୍ରନ୍ତୀୟ କାର୍ଯ୍ୟକ୍ଷମ μ- ଓପିଓଏଡ୍ ରିସେପ୍ଟର ଆଣ୍ଟାଗୋନିଷ୍ଟ । [୨]
2008 ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [୧] ଯୁକ୍ତରାଷ୍ଟ୍ରରେ ୧୨ ମିଗ୍ରାର ୧୫ ମାତ୍ରାର ମୂଲ୍ୟ ୨୦୨୨ରେ ୨୯୦୦ ଡଲାର ଅଟେ । [୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "DailyMed - ALVIMOPAN capsule". dailymed.nlm.nih.gov. Archived from the original on 19 April 2021. Retrieved 14 January 2022.
- ↑ ୨.୦ ୨.୧ ୨.୨ ୨.୩ "Alvimopan Monograph for Professionals". Drugs.com (in ଇଂରାଜୀ). Archived from the original on 28 June 2021. Retrieved 14 January 2022.
- ↑ "Alvimopan (Entereg) Use During Pregnancy". Drugs.com (in ଇଂରାଜୀ). Archived from the original on 3 December 2020. Retrieved 14 January 2022.
- ↑ "Entereg Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 14 January 2022.