ଫେଲୋଡିପାଇନ
Clinical data | |
---|---|
Trade names | Plendil |
AHFS/Drugs.com | monograph |
MedlinePlus | a692016 |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 15% |
Metabolism | Liver |
Onset of action | 2.5–5 hours |
Elimination half-life | 25 hours[୧] |
Excretion | Kidney |
Identifiers | |
| |
ECHA InfoCard | 100.149.305 |
Chemical and physical data | |
Formula | C18H19Cl2NO4 |
Molar mass | ୩୮୪.୨୫ g·mol−1 |
3D model (JSmol) | |
| |
| |
(verify) |
ଫେଲୋଡିପାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ପ୍ଲେଣ୍ଡିଲ ହେଉଛି ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ ଏବଂ ହୃତ୍ପିଣ୍ଡ ସମ୍ପର୍କୀୟ ଯନ୍ତ୍ରଣା ଆଞ୍ଜାଇନାର ଚିକିତ୍ସା ବ୍ୟବହୃତ ହୁଏ ।[୨] [୩] ଏହି ରୋଗମାନଙ୍କ ନିମନ୍ତେ ଅନେକ ପ୍ରଥମ ଧାଡ଼ିର ଔଷଧ ମଧ୍ୟରୁ ଏହା ଗୋଟିଏ ।[୨] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ମୁଣ୍ଡବିନ୍ଧା ଏବଂ ଲାଲିମା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସିଙ୍କୋପ୍ ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହୃତ ହେଲେ ନକାରାତ୍ମକ ପ୍ରଭାବ ବିଷୟରେ ଚିନ୍ତା କରାଯାଏ | [୪] ଏହା ଡାଇହାଇଡ୍ରୋପାଇରିଡାଇନ ପ୍ରକାରର ଏକ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର | [୨]
ଫେଲୋଡିପାଇନ ୧୯୭୮ ମସିହାରେ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୮୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଜ୍ୟରେ ଦୈନିକ ୫ ମିଗ୍ରା ହିସାବରେ ୨୦୨୧ରେ ୪ ସପ୍ତାହରେ ୪ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୧ ଡଲାର ଅଟେ ।[୬] ଏହା ରାମିପ୍ରିଲ ସହିତ ମିଳିତ ଭାବରେ ଉପଲବ୍ଧ ।[୩]
ଆଧାର
[ସମ୍ପାଦନା]- ↑ "Felopidine UK label". UK Electronic Medicines Compendium. 15 September 2015. Archived from the original on 16 August 2019. Retrieved 9 March 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Felodipine Monograph for Professionals". Drugs.com (in ଇଂରାଜୀ). Archived from the original on 15 August 2020. Retrieved 10 December 2021.
- ↑ ୩.୦ ୩.୧ ୩.୨ ୩.୩ BNF 81: March-September 2021. BMJ Group and the Pharmaceutical Press. 2021. p. 174. ISBN 978-0857114105.
- ↑ "Felodipine (Plendil) Use During Pregnancy". Drugs.com (in ଇଂରାଜୀ). Archived from the original on 29 November 2020. Retrieved 10 December 2021.
- ↑ Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 465. ISBN 9783527607495. Archived from the original on 27 August 2021. Retrieved 9 March 2021.
- ↑ "Felodipine ER Prices, Coupons & Savings Tips - GoodRx". GoodRx. Retrieved 10 December 2021.